Price: ₹750 - ₹570.00(as of May 29, 2025 00:25:25 UTC – Details) ଗୀତାପ୍ରେସ୍, ଗୋରଖପୁରଙ୍କ ଦ୍ୱାରା ପ୍ରସ୍ତୁତ ଏହି ମୂଳ ନିର୍ଭୁଲ ‘ଶିବପୁରାଣ’ଟି ଏକ ସଦ୍ୟତମ ପ୍ରକାଶନ । ଏଥିରେ ପାଠକମାନେ ନିର୍ଭୁଲ୍ ଶ୍ଳୋକ ସହ ବ୍ୟାଖ୍ୟା ପାଇପାରିବେ । ପୁସ୍ତକଟିର ପୃଷ୍ଠା ସଂଖ୍ୟା ୮୩୨ ଏବଂ ସୁଦୃଶ୍ୟ ବୋର୍ଡ଼ବନ୍ଧେଇ ସହିତ ଉପଲବ୍ଧ । Share